WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });
» » ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବନ୍ଦ କରିବାକୁ ଟିକାବାଲି ଥାନା ରେ ସଚେତନତା ବୈଠକ

ଟିକାବାଲି :ତା :30/09:କନ୍ଧମାଳ ରେ ଦିନ କୁ ଦିନ ବେଆଇନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣ ବଢିବାକୁ ଲାଗିଛି ଏହାକୁ ଦୃଷ୍ଟି ରେ ରଖି ଟିକାବାଲି ଥାନା ଅଧୀନ ରେ ଥିବା ଟିକାବାଲି ଓ ଚକାପାଦ ବ୍ଲକ ର ବି ଡ଼ି ଓ,ଟିକାବାଲି ବନବିଭାଗ,ସରପଞ୍ଚ,ଏବଂ ନାନ୍ୟାନ୍ୟ ନେତୃ ବର୍ଗ ଙ୍କୁ ନେଇ ଏସ ଡ଼ି ପି ଓ ବିଜୟ କୁମାର ବିଶି ଙ୍କ ଅଧ୍ୟକ୍ଷତା ରେ ଟିକାବାଲି ଥାନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

Satyalipi

ଏହି ଅବସରରେ ଏସଡିପିଓ ଶ୍ରୀ ବିଶି ଦୈନନ୍ଦିନ ଟିକାବାଲି ଅଞ୍ଚଳରେ ବଢୁଥିବା ବେଆଇନ ଭାବରେ ଗଞ୍ଜେଇ ର ଚାଷ ଏବଂ ଚୋରା କାରବାର କୁ କିଭଳି ଭାବରେ ରୋକଯାଇ ପାରିବ ସେ ନେଇ ଉପସ୍ଥିତ ଥିବା ପ୍ରତିନିଧି ମାନଙ୍କୁ ସଚେତନ ମୂଳକ ବାର୍ତା ରଖି ସମସ୍ତ ଙ୍କ ସହଯୋଗ କ୍ରମେ ସମ୍ପୂର୍ଣ ଟିକାବାଲି ଅଞ୍ଚଳ ରେ ଗଞ୍ଜେଇ କାରବାର ବନ୍ଦ କରିବାକୁ ବାର୍ତା ଦେଇଥିଲେ | ସେହିପରି ଥାନା ଅଧିକାରିଣୀ କଲ୍ୟାଣୀ ମୋୟୀ ଷାଣ୍ଢ ମଧ୍ୟ ସମସ୍ତ ଙ୍କ ସହଯୋଗ କ୍ରମେ ଆଗାମୀ ଦିନ ରେ ଟିକାବାଲି ଥାନା ଅଞ୍ଚଳ ର ପ୍ରତ୍ୟକ ଗାଁ ଗୁଡିକରେ ମଧ୍ୟ ବେଆଇନ ଗଞ୍ଜେଇ କାରବାର ବନ୍ଦ କରିବାକୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ |ଏନେଇ ତୃଣମୂଳ ସ୍ତର ର ପ୍ରତିନିଧି ମାନେ ମଧ୍ୟ ସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଛି | ଏହି କାର୍ଯ୍ୟକ୍ରମ ରେ ଘୁ ଉଦୟଗିରି ଏସ ଡ଼ି ପି ଓ ଶ୍ରୀ ବିଜୟ କୁମାର ବିଶି, ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀମୋୟୀ ସାଣ୍ଢ,ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ଉପସଭାପତି ଶ୍ରୀଯୁକ୍ତ ରାମବିଶି ଦିଗାଳ, ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ଟିକାବାଲି ବନ ପାଳ ମାଣିକେଶ୍ବରୀ ପଟ୍ଟନାୟକ,ଟିକାବାଲି ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଦୀପ୍ ଦିଗାଳ, ଟିକାବାଲି ଓ ଚକାପାଦ ବ୍ଲକ ର ପ୍ରତ୍ୟକ ପଞ୍ଚାୟତ ର ସରପଞ୍ଚ, କୁଇସମାଜ ସଭାପତି ଶ୍ରୀ ତପନ କହଁର, ସମ୍ପାଦକ ଶ୍ରୀ ଜନକ ପ୍ରଧାନ, ଟିକାବାଲି ବନ ବିଭାଗ ଓ ଥାନା ର ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ଥିଲେ |
Satyalipi


«
Next
Newer Post
»
Previous
Older Post

No comments:

Leave a Reply