WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });
» »Unlabelled » ଟିକାବାଲି ବ୍ଲକ ରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଅନୁଷ୍ଟିତ

 ଟିକାବାଲି ବ୍ଲକ ରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଅନୁଷ୍ଟିତ

ଟିକାବାଲି :ତା:25/09:ଟିକାବାଲି ବ୍ଲକ ପରିସର ରେ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା  ର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି  ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହର ଉପସ୍ଥିତ ଥିବାବେଳେ ପ୍ରତ୍ୟକ 11 ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ଥିଲେ ।    ଟିକାବାଲି ବ୍ଲକ ର ସମସ୍ତ 11ଟି ପଞ୍ଚାୟତ ରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓ ମାନଙ୍କ ଠାରୁ ଆର୍ଥିକ ବର୍ଷ 2023-24 ର ପ୍ରଥମ 6 ମାସ ଭିତରେ ହୋଇଥିବା  ମନରେଗା ଯୋଜନା ର ସାମାଜିକ ସମୀକ୍ଷା କାର୍ଯ୍ୟ ବିବରଣୀ ଓ ଯୋଜନା ଗୁଡିକର ଉପସ୍ଥାପନା କରାଯାଇଥିଲା ତତ ସଙ୍ଗେ ସଙ୍ଗେ ବ୍ଲକ ରେ ଥିବା ବିଭିନ୍ନ ଲାଇନ ବିଭାଗ  ଯଥା, ମୃତ୍ତିକା ସଂରକ୍ଷଣ ଓ ଜଳ ଛାୟା, ବନବିଭାଗ, ଉଦ୍ୟାନ ବିଭାଗ  ମାନେ ନିଜ ନିଜର ମନରେଗା କାର୍ଯ୍ୟ ଓ ନିଜ ନିଜର ଯୋଜନା ବିଷୟରେ ରେ ଉପସ୍ଥାପନା କରିଥିଲେ |

satyalipi

ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଗତ 6 ମାସ ହେବ ମନରେଗା ସମ୍ପର୍କିତ ବିଭିନ୍ନ ଅଭିଯୋଗ ମଧ୍ୟ ଗ୍ରହଣ କରାଯାଇ ଥିଲା |ସେଥିମଧ୍ୟରୁ ଏହି ବ୍ଲକ ସାରା ର କେବଳ ଜଙ୍ଗଲ ବିଭାଗ ର ମନରେଗା ମାଧ୍ୟମରେ ଗଛଲଗା କାର୍ଯ୍ୟ କରି ପାଖା ପାଖି 6 ମାସ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ  ମଜୁରୀ ପାଇନଥିବା ଗାର୍ଡିଙ୍ଗିଆ ପଞ୍ଚାୟତ ରୁ ଅଭିଯୋଗ ଆସିଥିଲା କିନ୍ତୁ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ ଏକ ସପ୍ତାହ ମଧ୍ୟରେ ମଜୁରୀ ବ୍ୟବସ୍ଥା କରି ସମାଧାନ କରିବା କୁ ପ୍ରତିଶ୍ରୁତି ଦେଇଥିଲେ | ସେହିପରି ମୃତିକା ସରକ୍ଷଣ ଦ୍ୱାରା କରାଯାଉଥିବା ବିଭିନ୍ନ ପ୍ରାୟ 15 ଟି ପ୍ରକଳ୍ପ ଗୁଡିକର ଏପର୍ଯ୍ୟନ୍ତ ସୂଚନା ଫଳକ ଗୁଡ଼ିକ କରାଯାଇ ନ ଥିବା  ବିଭାଗୀୟ ଅଧିକାରୀ ନିଜେ ସ୍ୱୀକାର କରି ଏଗୁଡିକୁ ଏହି ଏକ ମାସ ମଧ୍ୟରେ ସମାପ୍ତ  କରାଯିବ ବୋଲି  କହିଥିଲେ |  ଏହି ଜନ ଶୁଣାଣି ରେ ଆସିଥିବା ଅଭିଯୋଗ ଗୁଡିକୁ ଯଥାଶୀଘ୍ର  ସମାଧାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ ବିଭାଗୀୟ କର୍ମଚାରୀ ଙ୍କୁ କହିଥିଲେ |

ଶେଷରେ ମନରେଗା କାର୍ଯ୍ୟକ୍ରମ ରେ ଭଲ ପ୍ରଦର୍ଶନ କରିଥିବା ପଞ୍ଚାୟତ ଗୁଡିକୁ ମାନପତ୍ର ଏବଂ ଟ୍ରଫି ମାଧ୍ୟମ ରେ ସମ୍ମାନିତ କରାଯାଇ ଥିଲା ଏଥିରେ ସବୁଠାରୁ ଅଧିକ ଜଣଙ୍କୁ 100 ଦିନ କାମ ଯୋଗାଇ ରୁ ଗୁଟିଙ୍ଗିଆ ପଞ୍ଚାୟତ କୁ ପୁରସ୍କୃତ କରାଯାଇ ଥିବା ବେଳେ ଲୋକଙ୍କୁ ଦୈନିକ ମଜୁରୀ ଯୋଗେଇ ଥିବା ପଞ୍ଚାୟତ ମାନଙ୍କ ମଧ୍ୟରେ ପ୍ରଥମ ରେ ପିକରଡ଼ି ଦ୍ଵିତୀୟ ରେ ଗାର୍ଡିଙ୍ଗିଆ ଓ ତୃତୀୟ ରେ ବଡ଼ିମୁଣ୍ଡା ପଞ୍ଚାୟତ କୁ ପୁରସ୍କୃତ କରାଯାଇଛି | କାର୍ଯ୍ୟକ୍ରମ କୁ ଟିକାବାଲି ଗ୍ରାମପଞ୍ଚାୟତ ଅଧିକାରୀ ଶ୍ରୀ ପ୍ରଶାନ୍ତ ଦିଗାଳ ଓ ଏ ପି ଓ ଅନୁରାଧା ମଳିକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ସ୍ଥାନୀୟ ନବାଗତ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ଦାୟିତ୍ୱ ରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ,ଓଡିଶା ଜୀବିକା ମିଶନ ବ୍ଲକ ପରିଚାଳକ ଫରେଶ କୁମାର ଦିଗାଳ ,ବ୍ଲକ ସାମାଜିକ ସମୀକ୍ଷକ ଶ୍ରୀ ପ୍ରଫୁଲ ପ୍ରଧାନ, ଓ  ପ୍ରତ୍ୟେକ ପଞ୍ଚାୟତ ସାମାଜିକ ସମୀକ୍ଷିକା କର୍ମକର୍ତା, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏ ଡ଼ି ଓ, ଏବଂ ଜି ଏସ ମାନେ ଓ ବିଭିନ୍ନ 11ଟି ପଞ୍ଚାୟତ ରୁ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ |

«
Next
Newer Post
»
Previous
This is the last post.

No comments:

Leave a Reply