WHAT’S HOT NOW

Theme images by kelvinjay. Powered by Blogger.

Business

Ad Code

Follow

Trending

3/recent/ticker-posts

Search This Blog

Blog Archive

ads

ads

Lorem Ipsum is simply dummy text of the printing and typesetting industry. Lorem Ipsum has been the industry's.

ads

ads

fac

lft

ds

ads

ads

Recent-Post

3/recent/post-list

Most Popular

Popular Posts

f

Life & style

" });

Games

" });

Sports

" });
» » କଟିମାହା ପଞ୍ଚାୟତ ରେ ଗ୍ରାମସଭା ବୈଠକ ଅନୁଷ୍ଠିତ



ଟିକାବାଲି :ତା :02/10:ଟିକାବାଲିବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମ ପଞ୍ଚାୟତ ର ସଭାଗ୍ରୁହ ଠାରେ ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସ୍ତରୀୟ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି |

satyalipi

ଏହି ଗ୍ରାମସଭା ରେ ସ୍ୱଛତା,ନିଶା ନିବାରଣ,ଶିଶୁ ଶୁରକ୍ଷା,ଏବଂ ପଞ୍ଚାୟତ ର ବିଭିନ୍ନ  ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା |ଏହି ଗ୍ରାମସଭା ରେ ସରପଞ୍ଚ ଶ୍ରୀଯୁକ୍ତ କର୍ନେଲ କହଁର,ନାଏବ ସରପଞ୍ଚ ଶ୍ରୀମତୀ କୌଶଲ୍ୟା ପ୍ରଧାନ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପଟ୍ଟନାୟକ,ଏ ଡ଼ି ଓ,ମାନସ କହଁର,ଯୋଗାଣ ସହାୟକ ଅଜିତ କୁମାର ପ୍ରଧାନ,ଏସ ଇ ଏମ ଯଶବନ୍ତ ଦିଗାଳ,ସମସ୍ତ ଗ୍ରାମରୁ ଗାଁ ସାଥି (ମେଟ )ପ୍ରତ୍ୟକ ୱାର୍ଡ଼ ରୁ ୱାର୍ଡ଼ ମେମ୍ବର, ଏବଂ ପଞ୍ଚାୟତ ର ପ୍ରତ୍ୟକ ଗ୍ରାମରୁ ପାଖାପାଖି 100 ପୁରୁଷ ମହିଳା ଜନସାଧାରଣ ଉପସ୍ଥିତ ଥିଲେ |

«
Next
Newer Post
»
Previous
Older Post

No comments:

Leave a Reply