ଫିରିଙ୍ଗିଆ,02/21; ସ୍ୱଚ୍ଛତା ସପ୍ତାହ ଅବସରରେ ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ |
ସଂଘର ବ୍ଲକ ସଭାପତି ସାମନ୍ତ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମାଧ୍ୟ୍ୟରେ ସଂଘର ଉପସଭାପତି ବଂଶୀଧର ସାହୁ, ସମ୍ପାଦକ ରମାକାନ୍ତ ପ୍ରଧାନ, ମୁଖ୍ୟ ଆଡମିନ ଉମାକାନ୍ତ ହଂସ,ସହ ଆଡମିନ ଵାପିନା କହଁର,ସଂଘର ବରିଷ୍ଠ ସଦସ୍ୟ ମାନୁଆଲ ଦିଗାଲ,ନେହେରୁ ଦିଗାଳ, ରାଜକୁମାର ଦିଗାଳ ଙ୍କ ସହ ବ୍ଲକ ଅଧୀନରେ ଥିବା ପ୍ରତ୍ବେକ ପଞ୍ଚାୟତ ର ଡ୍ରାଇଭର ମାନେ ଉପସ୍ଥିତ ଥିଲେ | ତେବେ ସ୍ୱଚ୍ଛତା ସପ୍ତାହ ଚାଲିଥିବା ପର୍ଯ୍ୟନ୍ତ ସଙ୍ଘ ତରଫରୁ ଏଭଳି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରିରହିବ ବୋଲି ସଙ୍ଘ ତରଫରୁ ସୂଚନା ସିଆଯାଇଥିଲା |




No comments: